ଇସ୍କନ ମନ୍ଦିର, ଦିଲ୍ଲୀ
ଇସ୍କନ ମନ୍ଦିର , ନୂଆ ଦିଲ୍ଲୀ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | New Delhi |
Location | |
ସ୍ଥାନ | Hare Krishna Hills, East of Kailash |
State | Delhi |
Country | India |
Architecture | |
Type | Hindu temple architecture |
Website | |
iskcondelhi |
ଶ୍ରୀ ଶ୍ରୀ ରାଧା ପାର୍ଥସାରଥୀ ମନ୍ଦିର (ହିନ୍ଦୀ : श्री श्री राधा पार्थसारथी मन्दिर), ସାଧାରଣତଃ ଇସ୍କନ ମନ୍ଦିର ଭାବରେ ପରିଚିତ , ଏକ ସୁପରିଚିତ ବୈଷ୍ଣବ ମନ୍ଦିର , ଯାହା ଭାରତର ରାଜଧାନୀ ନୂଆଦିଲ୍ଲୀରେ ଅବସ୍ଥିତ ।ଏହି ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣ ଓ ରାଧାରଣୀଙ୍କୁ ଆରାଧନା କରାଯାଏ ଓ ତାଙ୍କୁ ରାଧା ପାର୍ଥସରଥୀ କୁହା ଯାଇଥାଏ । ଏହିମନ୍ଦିର 1998ରେ ନିର୍ମିତ ହେଇଥିଲା ଓ ଏହା ନୂଆ ଦିଲ୍ଲୀର କୈଳାସ ଅଞ୍ଚଳର ପୂର୍ବ ଭାଗରେସ୍ଥିତ ହରେ କୃଷ୍ଣ ପାହାଡ ଉପରେ ରହିଛି । ଏହା ନୂଆ ଦିଲ୍ଲୀର ଏକ ବିଶିଷ୍ଟ ପର୍ଯ୍ୟଟକ ସ୍ଥଳୀ । ଏଠାରେ ମନ୍ଦିର ସହ ଆଧୁନିକ ଭାବରେ ବେଦ ଉପରେ ଗବେଷଣା ପାଇଁ ବେଦିକ ଶିକ୍ଷଣ କେନ୍ଦ୍ର ମଧ୍ୟ ରହିଛି ।
ମନ୍ଦିର ସମୂହ
[ସମ୍ପାଦନା]ଇସ୍କନ ସଂସ୍ଥାର ଶ୍ରୀଲ ପ୍ରଭୁପାଦ [୧]ଙ୍କ ଆଦେଶାନୁସାରେ ଏହି ମନ୍ଦିରର ନକସା ଓ ନିର୍ମାଣ କାର୍ଯ୍ୟ ଅଚ୍ୟୁତ କାନବିନ୍ଧେ ନାମକ ସ୍ଥପତ୍ୟଙ୍କଦ୍ୱାରା 1993 ମସିହାରେ ହେଇଥିଲା । ଏଠାରେ ପୂଜକ ଓ ସେବକ ମାନଙ୍କ ପାଇଁ ଅନେକ ସଂଖ୍ୟାରେ କୋଠରି ରହିଛି । ପ୍ରଶାସନ ଓ ସେମିନାର ସବୁ କରିବା ପାଇଁ ଅନେକ ହଲ ନିର୍ମିତ ହେଇଛି । [ଆଧାର ଲୋଡ଼ା]
ଗ୍ୟାଲେରି
[ସମ୍ପାଦନା]-
Radha Parthasarathi, the premier deity of temple
-
Gaura Nitai shrine at ISKCON temple, Delhi.
-
Panoramic view of ISKCON Temple
-
Temple on Janmashtami Night
ଯାନୀ ଯାତ୍ରା
[ସମ୍ପାଦନା]ପୁନଶ୍ଚ ଦେଖଣା
[ସମ୍ପାଦନା]- Vaishnavism
- ISKCON Mayapur
- http://ISKCONMumbai[permanent dead link]
- ISKCON Punjabi Bagh & Vedic Centre Delhi
- ISKCON Temple Chennai
- ISKCON Temple Patna
- ISKCON Temple Ahmedabad
- Gaudiya Vaishnavism
- Svayam Bhagavan
ଆଧାର
[ସମ୍ପାଦନା]- ↑ KK Ashraf, J Belluardo, An architecture of independence: the making of modern South Asia : Charles Correa, Balkrishna Doshi, Muzharul Islam, Achyut Kanvinde, ISBN 978-0-9663856-0-1, 1998, p.15
ବାହାର ଲିଙ୍କ
[ସମ୍ପାଦନା]- ISKCON Temple, Delhi
- ISKCON News: Official News Agency of ISKCON
- http://ISKCONMumbai[permanent dead link]
- ISKCON Vrindavan
- ISKCON Desire Tree