ଭୂବନାନନ୍ଦ ଦାସ
Appearance
ଭୂବନାନନ୍ଦ ଦାସ | |
---|---|
ସଭ୍ୟ: ରାଜ୍ୟ ସଭା | |
କାର୍ଯ୍ୟକାଳ ୨୭ ଅପ୍ରେଲ ୧୯୫୭ – ୨୩ ଫେବୃଆରୀ ୧୯୫୮ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୮୮୫ |
ମୃତ୍ୟୁ | ୧୯୫୮ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସ୍ୱାଧୀନତା ସଂଗ୍ରାମୀ ରାଜନେତା |
ଭୂବନାନନ୍ଦ ଦାସ, ଜଣେ ସ୍ୱାଧୀନତା ସଂଗ୍ରାମୀ । ସ୍ୱାଧୀନତା ପରେ ସେ ଭାରତୀୟ ସଂସଦର ଉଭୟ ସଦନ ରାଜ୍ୟ ସଭା ଏବଂ ଲୋକ ସଭାର ସାଂସଦ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ
[ସମ୍ପାଦନା]ଭୂବନାନନ୍ଦ ଦାସ ୧୯୩୧ ମସିହାରେ କଟକଠାରେ ଅନୁଷ୍ଠିତ ପ୍ରଥମ ଅଖିଳ ଓଡ଼ିଶା ରାଜ୍ୟସ୍ତରୀୟ ସର୍ବସାଧାରଣ ସଭାର ସଭାପତି ବାହବରେ କାର୍ଯ୍ୟ କରିଥିଲେ । ଏହି ସଭା ପରେ ପ୍ରଜା ମଣ୍ଡଳ ଆନ୍ଦୋଳନର ଆରମ୍ଭ ହୋଇଥିଲା, ଯାହାକି ସ୍ୱାଧୀନତା ଅନ୍ଦୋଳନକୁ ତ୍ୱରାନ୍ୱିତ କରିଥିଲା ।[୧]
ରାଜନୀତି
[ସମ୍ପାଦନା]ସେ ସ୍ୱାଧୀନତା ପରେ ଭାରତର କେନ୍ଦ୍ରୀୟ ବିଧାନ ସଭା, ଭାରତର ସମ୍ବିଧାନ ସଭା, ଅସ୍ଥାୟୀ ସଂସଦ, ରାଜ୍ୟ ସଭା ଏବଂ ଲୋକ ସଭାର ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୨][୩][୪] ୧୯୫୨ ମସିହାରେ ଅନଷ୍ଠିତ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ସେ ୧ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଆଧାର
[ସମ୍ପାଦନା]- ↑ Sahoo, Arun Kumar (April 2011). "Nayagarh and Prajamandal Andolan" (PDF). Orissa Review. Archived from the original (PDF) on 2016-09-20.
- ↑ Rajya Sabha
- ↑ http://rajyasabha.nic.in/rsnew/pre_member/1952_2003/d.pdf
- ↑ Members Bioprofile