Jump to content

୧୯୮୫ର ଓଡ଼ିଆ କଥାଚିତ୍ର

ଉଇକିପିଡ଼ିଆ‌ରୁ
(୧୯୮୫ର ଓଡ଼ିଆ ସିନେମାରୁ ଲେଉଟି ଆସିଛି)
ଓଡ଼ିଆ ସିନେମା
ପ୍ରସିଦ୍ଧ
୧୯୩୦-୧୯୩୯
୧୯୩୬
୧୯୪୦-୧୯୪୯
୧୯୪୯
୧୯୫୦-୧୯୫୯
୧୯୫୦ ୧୯୫୧ ୧୯୫୩ ୧୯୫୪ ୧୯୫୬
୧୯୫୯
୧୯୬୦-୧୯୬୯
୧୯୬୦ ୧୯୬୧ ୧୯୬୨ ୧୯୬୩ ୧୯୬୪
୧୯୬୫ ୧୯୬୬ ୧୯୬୭ ୧୯୬୮ ୧୯୬୯
୧୯୭୦-୧୯୭୯
୧୯୭୦ ୧୯୭୧ ୧୯୭୨ ୧୯୭୩ ୧୯୭୪
୧୯୭୫ ୧୯୭୬ ୧୯୭୭ ୧୯୭୮ ୧୯୭୯
୧୯୮୦-୧୯୮୯
୧୯୮୦ ୧୯୮୧ ୧୯୮୨ ୧୯୮୩ ୧୯୮୪
୧୯୮୫ ୧୯୮୬ ୧୯୮୭ ୧୯୮୮ ୧୯୮୯
୧୯୯୦-୧୯୯୯
୧୯୯୦ ୧୯୯୧ ୧୯୯୨ ୧୯୯୩ ୧୯୯୪
୧୯୯୫ ୧୯୯୬ ୧୯୯୭ ୧୯୯୮ ୧୯୯୯
୨୦୦୦-୨୦୦୯
୨୦୦୦ ୨୦୦୧ ୨୦୦୨ ୨୦୦୩ ୨୦୦୪
୨୦୦୫ ୨୦୦୬ ୨୦୦୭ ୨୦୦୮ ୨୦୦୯
୨୦୧୦-୨୦୧୯
୨୦୧୦ ୨୦୧୧ ୨୦୧୨ ୨୦୧୩ ୨୦୧୪

୨୦୧୫ ୨୦୧୬ ୨୦୧୭ ୨୦୧୮ ୨୦୧୯

୨୦୨୦-୨୦୨୯
୨୦୨୦ ୨୦୨୧ ୨୦୨୨ ୨୦୨୩ ୨୦୨୪

ଓଡ଼ିଆ ସିନେମା ଜଗତରେ ୧୯୮୫ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର ।

'୧୯୮୫'ମସିହାର ଓଡ଼ିଆ କଥାଚିତ୍ର ତାଲିକା

[ସମ୍ପାଦନା]
ନାମ ନିର୍ଦ୍ଦେଶକ ଅଭିନେତା ପ୍ରକାର ଟୀକା
୧୯୮୫
କ୍ଳାନ୍ତ ଅପରାହ୍ଣ ମନମୋହନ ମହାପାତ୍ର କିଶୋରୀ ଦେବୀ, ମଧୁକର ଗୋଷ୍ଠୀ, କନକ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରଥ
ଜଗା ହାତରେ ପଘା ମହମ୍ମଦ ମହସିନ ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ସୁଜାତା ଆନନ୍ଦ
ପରଝିଅ ଘର ଭାଙ୍ଗେନା ରମେଶ ମହାନ୍ତି ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ
ପୂଜାଫୁଲ ଜେ. ଏଚ୍. ସତ୍ତାର ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ଝରଣା ଦାସ
ବାବୁଲା ସାଧୁ ମେହେର ଶରତ ପୂଜାରୀ, ଅନିତା ଦାସ, ଦାଦା ନାଥୁରାମ, ସ୍ୱସ୍ତିକ
ସତ କେବେ ଲୁଚି ରହେନା ରମେଶ ମହାନ୍ତି ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ
ସମୟ ବଡ଼ ବଳବାନ ଶିଶିର ମିଶ୍ର ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ
ସ୍କୁଲ ମାଷ୍ଟର ଗୋବିନ୍ଦ ତେଜ ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବୈଶାଳୀ ପରିଡା
ସହରୀ ବାଘ ମହମ୍ମଦ ମହସିନ ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ଦେବୁ ବୋଷ
ହାକିମ ବାବୁ ପ୍ରଣବ ଦାସ ସୁଜାତା ଆନନ୍ଦ, ଅଜିତ ଦାସ, ହେମନ୍ତ ଦାସ, ବିଜୟ ମହାନ୍ତି